Breaking News
- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ସରକାରଙ୍କ ଦୋଷ ତ୍ରୁଟି କୁ ଉପସ୍ଥାପନା କରାଯିବ – ପ୍ରମିଳା ମଲ୍ଲିକ
FMNEWS.IN
23-01-2025
ଭୁବନେଶ୍ୱର, 23 ଜାନୁଆରି : ଗଣତନ୍ତ୍ର ରେ ବିରୋଧୀ ଙ୍କ ସ୍ୱର ଚପେଇବା ପାଇଁ ବାଚସ୍ପତି ଉଦ୍ୟମ କରିଛନ୍ତି । ନାଲି ଆଖି ଦେଖେଇଲେ ଚଳିବ ନାହିଁ ବିରୋଧି ଦଳ ସ୍ୱର ଚପେଇଲେ ଚଳିବ ନାହିଁ । ବିରୋଧୀ ଙ୍କ ସ୍ୱର ବନ୍ଦ ହେବ ନାହିଁ । ଦୋଷ ତ୍ରୁଟି କୁ ଉପସ୍ଥାପନା କରାଯିବ ।ବାଚସ୍ପତି ଙ୍କ ତାଗିତ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍କିକ ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ମୁଁ ବାଚସ୍ପତି ଥିବା ବେଳେ ସେ କିଭଳି ବ୍ୟବହାର କରିଥିଲେ ଓଡ଼ିଶା ଦେଖିଥିଲା । ଆମେ ସେ ପର୍ଯ୍ୟନ୍ତ ଯାଇନୁ ସେମାନେ ବାଧ୍ୟ କଲେ ଆମେ ସେ ପର୍ଯ୍ୟନ୍ତ ଯିବୁ ।