କଂଗ୍ରେସ କଣ କରିଛି, ଆମେ ହିସାବ ଦେଲୁ ,ବିଜେଡି ଓ ବିଜେପି ଦୁଇ ଭାଇ କଣ କରିଛ, ହିସାବ ଦିଅ
07-11-2025
କଂଗ୍ରେସ ନୂଆପଡ଼ା ଇସ୍ତାହାର ଉନ୍ମୋଚିତ ନୂଆପଡାର ନ୍ୟାୟ ଓ ବିକାଶ ପାଇଁ ମୃତ୍ୟୁ ମଧ୍ୟ ଗ୍ରହଣୀୟ : ଘାସିରାମ ନୂଆପଡ଼ା / ଭୁବନେଶ୍ୱର :- ବିକଶିତ ନୂଆପଡାର ସ୍ବପ୍ନ ସାକାର କରିବାକୁ ନେଇ କଂଗ୍ରେସର ଇସ୍ତାହାର ଉନ୍ମୋଚନ କାର୍ଯ୍ୟକ୍ରମ ଆଜି ନୂଆପଡାସ୍ଥିତ ଖୁଣ୍ଟିଆ ଭବନଠାରେ ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ବିଧାୟକ ପ୍ରାର୍ଥୀ ଘାସିରାମ ମାଝ...
ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ
03-11-2025
(FM News):--ଗତ ୨୦୨୪ ରାଜ୍ୟ ବିଧାନସଭା ନିର୍ବାଚନରେ ୫୫ ନମ୍ବର ଢ଼େଙ୍କାନାଳ ବିଧାନସଭା ଆସନ ପାଇଁ କୃଷ୍ଣଚନ୍ଦ୍ର ପାତ୍ର ଭାରତୀୟ ଜନତାପାର୍ଟି ଦଳ ତରଫରୁ ପ୍ରାର୍ଥୀ ହିସାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ଏବଂ ସେ ମଧ୍ୟ ସେହି ଆସନରୁ ବିଜୟୀ ହେବା ସହିତ ଓଡ଼ିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ହୋଇଛନ୍ତି ।...
ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି
03-11-2025
କ୍ଷମତାସୀନ ଆଦିବାସୀ ନେତା, ଆଦିବାସୀଙ୍କୁ ବଞ୍ଚିତ କରୁଛନ୍ତି (FM News):-- କଂଗ୍ରେସ ଭବନଠାରେ ଆଦିବାସୀ ମାଙ୍କଡ଼ିଆ ସମାଜର ଦୁର୍ଦଶା ଉପରେ ଏକ ଗୁରୁତ୍ୱପୂର୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସମ୍ମିଳନୀରେ ଏଆଇସିସି ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଶରତ ରାଉତ, ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ଓ ମୁଖପାତ୍ର ଡ଼ଃ ମନୀଷା ଦାସ ପଟ୍ଟନାୟକ...
ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି : ନବୀନ ପଟ୍ଟନାୟକ
03-11-2025
(FM News):--- ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି। ଏମିତି କହି ନୂଆପଡାରେ ଆୟୋଜିତ ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ରାଜେନ୍ଦ୍ର ଢୋଲକିଆ ଆମ ଭିତରେ ନାହାନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛୁ। ନୂଆପଡ଼ା କଥା ଆସିଲେ ବିଜୁବାବୁଙ୍କ କଥା ମନକୁ ଆସେ। ସେ ହିଁ ନୂଆପଡା...