Fishermen banned from going to sea till 29th

ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ମତ୍ସ୍ୟଜିବୀଙ୍କୁ ବାରଣ

 27-10-2025

ଭୁବନେଶ୍ୱର, ୨୭ ଅକ୍ଟୋବର- ସମ୍ଭାବ୍ୟ ବାତ୍ୟା ମୋନ୍ଥା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିପାରେ । ଏଣୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣପଶ୍ଚିମ ତତ୍ସଂଲଗ୍ନ କେନ୍ଦ୍ରିୟ ବଙ୍ଗୋପସାଗର, ଓଡ଼ିଶା ଉପକୂଳ ଓ ବାହାରକୁ ମାଛ ଧରିବାକୁ ଯିବାକୁ ମତ୍ସ୍ୟଜିବୀଙ୍କୁ ବାରଣ କରାଯାଇଛି । ସେହିପରି ୨୮ରୁ ୨୯ ତାରିଖ ପଶ୍ଚିମବଙ୍ଗ ଉପକୂଳ ଓ ବାହାରକୁ ମାଛ ଧରିବାକୁ ଯିବାକୁ...

The storm is likely to intensify into a severe storm by tomorrow morning.

କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ମୋନ୍ଥା

 27-10-2025

ଭୁବନେଶ୍ୱର, ୨୭ ଅକ୍ଟୋବର - ବାତ୍ୟା ମୋନ୍ଥା ଦକ୍ଷିଣ-ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି । ଗୋପାଳପୁର ଠାରୁ ୭୫୦ କିମି ଦକ୍ଷିଣରେ ରହିଛି। ଗତ ୬ ଘଂଟା ମଧ୍ୟରେ ୧୮ କିମି ଘଂଟାପ୍ରତି ବେଗରେ ଗତି କରୁଛି। ମତ୍ସ୍ୟଜୀବୀ ମାନଙ୍କୁ ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଯିବାକୁ ବାରଣ କରାଯାଇଛି । ବନ୍ଦର ଗୁଡିକୁ ୨ ନମ୍ବର ବିପଦ ସଂକେତ ଦିଆଯାଇଛି ବୋଲ...

Only Congress has fielded tribal candidates, 40 percent of them are tribals, but BJP-BJD did not field tribal candidates.

କେବଳ କଂଗ୍ରେସ ଦେଇଛି ଆଦିବାସୀ ପ୍ରାର୍ଥୀ, ଶତକଡା ୪୦ ଆଦିବାସୀ କିନ୍ତୁ ବିଜେପି- ବିଜେଡି ଆଦିବାସୀଙ୍କୁ ପ୍ରାର୍ଥୀ କଲେନି : ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ

 27-10-2025

ଭକ୍ତ ଦାସ ସାଂସଦ ଥିବାବେଳେ ବିକାଶର ସ୍ଵାଦ ଚାଖିଥିଲା ନୂଆପଡ଼ା ରାହୁଳ ଗାନ୍ଧୀଙ୍କ ସାମାଜିକ ନ୍ୟାୟ ପ୍ରତିଷ୍ଠା କଂଗ୍ରେସର ମୁଦ୍ଦା ଭୁବନେଶ୍ୱର ତା, ୨୭.୧୦.୨୫ :- ନୂଆପଡା ଉପନିର୍ବାଚନ ପାଇଁ ଗତ କାଲିଠାରୁ ପ୍ରତ୍ୟହ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ଆଜି ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ନୂଆପଡା ଉପନିର୍ବାଚନ ଉପରେ ନ...

Ghaziram Majhi is the most qualified candidate and votes will continue to increase - Niranjan

ଘାସିରାମ ମାଝୀ ଯୋଗ୍ୟତମ ପ୍ରାର୍ଥୀ ଭୋଟ ବଢିଚାଲିବ - ନିରଞ୍ଜନ

 26-10-2025

ପତୋରା ଡ୍ୟାମର ସ୍ବପ୍ନ ଓ ତିଆରି ମୁଁ ମନ୍ତ୍ରୀ ଥିଲାବେଳେ ହୋଇଥିଲା ଭୁବନେଶ୍ୱର ତା ୨୬.୧୦.୨୫ :- ଆଜିଠୁ ନୂଆପଡା ଉପ ନିର୍ବାଚନକୁ ନେଇ କଂଗ୍ରେସ ଭବନଠାରେ ପ୍ରତ୍ୟେକ ଦିନ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ଅବସରରେ ଆଜି କଂଗ୍ରେସ ଭବନଠାରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ରାଜନୈତିକ ଦଳଙ୍କୁ ବାଦ ଦେଇ ଯଦି ଯୋଗ୍ୟତା ଆଧାର...