BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ମୁଖ୍ୟମନ୍ତ୍ରୀ ବସ୍ ସେବା” ଯୋଜନାରେ ଏକ ହଜାର 85 କୋଟି ଟଙ୍କା ବ୍ୟୟବରାଦ

FMNEWS.IN 18-02-2025
An outlay of Rs 1,085 crore has been made for the Chief Minister's Bus Service Scheme.

ଭୁବନେଶ୍ୱର :ଗ୍ରାମୀଣ ପରିବହନ ଓ ଯୋଗାଯୋଗକୁ ସୁଦୃଢ ଓ ସହଜଲବ୍ଧ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ । ଏହି ପ୍ରୟାସରେ ରାଜ୍ୟବ୍ୟାପୀ ବସ୍ ସେବାର ସୁଦୃଢୀ କରଣପାଇଁ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଏକ ହଜାର 85 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ଏକ ଶହ 33ଟି ବସଷ୍ଟାଣ୍ଡର ପ୍ରତିଷ୍ଠା, ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଅଟଳ ବସଷ୍ଟାଣ୍ଡ ଯୋଜନାରେ ଏକ ହଜାର 2 ଶହ 66 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି ।