Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଏୟାରପୋର୍ଟରୁ ଧରାହେଲା ୪ କୋଟିର ଦାମୀ ନିଶାଦ୍ରବ୍ୟ
FMNEWS.IN
15-01-2025
ଭୁବନେଶ୍ବର, 15 ଜାନୁୟାରୀ- ଏୟାରପୋର୍ଟରୁ ଧରାହେଲା ୪ କୋଟିର ଦାମୀ ନିଶାଦ୍ରବ୍ୟ । ବ୍ୟାଙ୍କକରୁ ଆସୁଥିଲା ଏହି ଦାମୀ ନିଶା ଦ୍ରବ୍ୟ । ଏୟାରପୋର୍ଟରୁ ଧରିଲା କଷ୍ଟମ ବିଭାଗ ଓ ଡିଆରଆଇ । ଖାଦ୍ୟ ପୁଡ଼ିଆ ଭିତରେ ଆଣୁଥିଲେ ନିଶାଦ୍ରବ୍ୟ । ନିଶାଦ୍ରବ୍ୟ ଚୋରା କାରବାରରେ ଜଣେ ଭାରତୀୟ ନାଗରିକ ଗିରଫ । ଗିରଫ ବ୍ୟକ୍ତିଙ୍କ ଘର କେରଳର ବୋଲି ସୂଚନା ମିଳିଛି । ନିଶା କାରବାର ପାଇଁ ଧରାପଡ଼ିଥିବା ବ୍ୟକ୍ତି କମିଶନ ନେଇ ଚାଲଣ କରୁଥିଲେ । ସୂଚନା ଦେଲେ ଡିଆରଆଇ ।