Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଉତ୍କର୍ଷ ଓଡିଶା ସଫଳ ଆୟୋଜନ ଶିଳ୍ପ ବିଭାଗ ପାଇଁ ଚାଲେଞ୍ଜ- ଶିଳ୍ପ ମନ୍ତ୍ରୀ
FMNEWS.IN
01-01-2025
ଭୁବନେଶ୍ୱର, 1 ଜାନୁଆରି:- ଉତ୍କର୍ଷ ଓଡିଶା ସଫଳ ଆୟୋଜନ ଶିଳ୍ପ ବିଭାଗ ପାଇଁ ଚାଲେଞ୍ଜ ହେବ । 2025ରେ ଅନେକ ଶିଳ୍ପ ଗ୍ରାଉଣ୍ଡେଡ ହେବ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । 5 ଲକ୍ଷ କୋଟି ନିବେଶ ଟାର୍ଗେଟ ରଖି ସରକାର କାମ କରୁଛନ୍ତି । ଦେଶରେ ଓ ଦେଶ ବାହାରେ ରୋଡ଼ ଶୋ ହୋଇଛି । ଉତ୍କର୍ଷ ଓଡିଶା ମେକ ଇନ ଓଡିଶାରେ ସିଂହପୁର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ବିଜେପି ଶିଳ୍ପକୁ ନେଇ ଯେଉଁ ପ୍ରତିଶ୍ରୁତି ଦେଇଛି ତାକୁ ପୂରଣ କରାଯିବ । କେଉଁ ଶିଳ୍ପ ଆସିଲେ ନିଯୁକ୍ତି ଅଧିକ ସୃଷ୍ଟି ହେବ, ସେଥି ପ୍ରତି ବିଭାଗ ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି ।