Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଆଳୁ, ପିଆଜରେ ଆତ୍ମ ନିର୍ଭର ହେବ ଓଡ଼ିଶା - ଯୋଗାଣ ମନ୍ତ୍ରୀ
FMNEWS.IN
01-01-2025
ଭୁବନେଶ୍ୱର, 1 ଜାନୁଆରି-ଆଳୁ, ପିଆଜରେ ଆତ୍ମ ନିର୍ଭର ହେବ ଓଡ଼ିଶା । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକରେ ଆତ୍ମ ନିର୍ଭରଶୀଳ ହେବ ଆମ ରାଜ୍ୟ । କୃଷି, ଯୋଗାଣ ଓ ସମବାୟ ବିଭାଗର ମିଳିତ ସହଯୋଗରେ ଏହା କରାଯିବ । ଖୁବଶୀଘ୍ର ଏଥିପାଇଁ ବୈଠକ ଡକାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଆଗକୁ ବଢିବା ପାଇଁ ଲକ୍ଷ୍ୟ । ଧାନ ମଣ୍ଡି ଗୁଡିକରେ କୌଣସି ଭିତ୍ତିଭୂମି ନାହିଁ । ତେଣୁ ମଣ୍ଡି ଗୁଡିକରେ ଭିତ୍ତିଭୂମି ସୁଦୃଢ କରିବ ପାଇଁ ସରକାର ଅର୍ଥ ବ୍ୟବସ୍ଥା କରିଛନ୍ତି । ଏଠି ପାଇଁ ଦୁଇ ତିନି ବର୍ଷ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି ।