BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ଆଳୁ ଦର ବୃଦ୍ଧି ନେଇ ବିଜେଡି ସରକାରକୁ ଦାୟୀ କଲେ ଯୋଗାଣ ମନ୍ତ୍ରୀ

FMNEWS.IN 13-01-2025
Supplies Minister blames BJD government for potato price hike

ଭୁବନେଶ୍ୱର, 13 ଜାନୁୟାରୀ - ଆଳୁ ଦର ବୃଦ୍ଧି ନେଇ ପୂର୍ବ ବିଜେଡ଼ି ସରକାରକୁ ଦାୟୀ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଆଳୁ ସମସ୍ୟା 24 ବର୍ଷ ସମସ୍ୟା । ଏହା ଦିନେରେ ଠିକ୍ ହେବ ନାହି । ସମାଧାନ ପାଇଁ ସମୟ ଲାଗିବ । ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।