BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ଦେଉଳିଆପାଟଣାରେ ଆଶ୍ରମ ରେ ଗୁଳିକାଣ୍ଡ ମାମଲା ଘଟଣାରେ 3 ଅଟକ

FMNEWS.IN 11-10-2025
3 arrested in connection with gun-related incident at ashram in Deuliapatna

ଭୁବନେଶ୍ୱର, 11 ଅକ୍ଟୋବର ଇନଫୋଭ୍ୟାଲି ଥାନା ଦେଉଳିଆପାଟଣା ରେ ଆଶ୍ରମ ରେ ଗୁଳିକାଣ୍ଡ ମାମଲା ଘଟଣାରେ 3ଜଣଙ୍କୁ ଅଟକ ରଖି ପୋଲିସ ଛାନବିନ କରୁଛି । ଏହା ସହ ଗୁଳିକାଣ୍ଡ ରେ ବ୍ୟବହୃତ ବନ୍ଧୁକ କୁ ପୋଲିସ ଜବତ କରିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ପୂର୍ବ ଶତ୍ରୁତା କୁ ନେଇ ଆଶ୍ରମ ର ବାବାକୁ ରାସ୍ତା ରୁ ହଟାଇବାକୁ ଯୋଜନା ହୋଇଥିଲା । ହେଲେ ବାବା ଖସି ଯାଇଥିଲେ । ଆଶ୍ରମର ଅନ୍ୟ କର୍ମଚାରୀ ଙ୍କ ଦେହରେ ଗୁଳି ବାଜିଥିଲା । ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଇନଫୋଭ୍ୟାଲି ପୋଲିସ ଓ ସ୍ପେଶାଲ ସ୍କୁଆର୍ଡ ଟିମ ଖୋଳ ତାଡ଼ କରୁଥିବା ଜଣା ପଡିଛି ।