Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଅନିଲ ହଂସିତାଙ୍କ ନାଁରେ ଯୋଡିହେଲା ଆଉ ଏକ ମାମଲା
FMNEWS.IN
19-01-2025
ଭୁବନେଶ୍ୱର, 19 ଜାନୁଆରି - ଅନିଲ ଏବଂ ହଂସିତାଙ୍କ ପାଇଁ ବଢିଲା ଅଡୁଆ । ଅନିଲ ହଂସିତାଙ୍କ ନାଁରେ ଯୋଡିହେଲା ଆଉ ଏକ ମାମଲା । ମାନବ ଚାଲାଣ, ଅପରାଧିକ ଷଡ଼ଯନ୍ତ୍ର ଏବଂ ଆୟକର ଆକ୍ଟରେ ମାମଲା ରୁଜୁ କରିଛି ଇନଫୋସିଟି ଥାନା ପୋଲିସ । ଭାରତୀୟ ନ୍ୟାୟ ସଂହିତା 120(ବି), ଆୟକର ଆକ୍ଟ ଏବଂ ଇମୋରାଲ ଟ୍ରାଫିକ ଅର୍ଥାତ ମାନବ ଚାଲାଣ ମାମଲା ନେଇ ତଦନ୍ତ କରୁଛି ପୋଲିସ । ଗତ 16 ଜାନୁଆରି 2025ରେ ମାମଲା ରୁଜୁ କରିଛି ଇନଫୋସିଟି ଥାନା ପୋଲିସ ।