Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଅଟୋ ଚାଳକ ସୌମ୍ୟ ରଂଜନ କୁଣ୍ଡୁ ହତ୍ୟା ମାମଲା, 2 ଅଭିଯୁକ୍ତଙ୍କୁ ଆଜୀବନ
FMNEWS.IN
22-01-2025
(FMNews):--ଭୁବନେଶ୍ବର ଡିସିପି ଅଫିସ ଆଗରେ ଅଟୋ ଚାଳକ ସୌମ୍ୟରଞ୍ଜନ କୁଣ୍ଡୁ ହତ୍ୟା ମାମଲା । 2 ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ । 10 ହାଜର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଜିଲା ଦୌରା ଜଜ । ଦଫା 302 ହତ୍ୟା, 34 ଆଇପିସିରେ ଦଣ୍ଡ ବିଧାନ ଶୁଣାଇଛନ୍ତି କୋର୍ଟ । ଅଭିଯୁକ୍ତ ମନୋଜ ଦାସ ଓ ଅଶୋକ ଦାସଙ୍କୁ ଆଜୀବନ କାରାଦଣ୍ଡ ମିଳିଛି । ଗତ 2022 ମସିହାରେ ଅଗଷ୍ଟ 30 ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ବର ଡିସିପି ଅଫିସ ସାମ୍ନାରେ ସୌମ୍ୟ ରଂଜନ କୁଣ୍ଡୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ହତ୍ୟାକରୀ ।