Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଲୋକସେବା ଭଵନ ଆଗରୁ ଦଲାଲ ଗିରଫ
FMNEWS.IN
13-01-2025
ଭୁବନେଶ୍ୱର, 13 ଜାନୁଆରି - ଲୋକସେବା ଭଵନ ଆଗରୁ ଦଲାଲ ଗିରଫ । ଦଲାଲ ବ୍ୟାସଦେବ ରଣାଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ପଂଚାୟତିରାଜ ବିଭାଗରେ ଅଧିକାରୀ ଥିବା କହି ଲୋକଙ୍କୁ ଠକୁଥିଲେ । ଲୋକସେବା ଭଵନରେ ଚାକିରୀ କରାଇ ଦେବାକୁ କହି 12ଲକ୍ଷ ଟଙ୍କା ନେଇଥିଲେ । ପରେ ଧରା ଛୁଆଁ ଦେଇନଥିଲେ, କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ଦଲାଲକୁ ଗିରଫ କରିଛି ପୋଲିସ ।