Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ରାଜଧାନୀରେ ଫୁଡ଼ ବ୍ଲଗରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
FMNEWS.IN
30-12-2024
ଭୁବନେଶ୍ୱର, 30 ଡିସେମ୍ବର - ରାଜଧାନୀରେ ଫୁଡ଼ ବ୍ଲଗରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଆଦର୍ଶ ବିହାର ଏକ ଘରୋଇ ହଷ୍ଟେଲରୁ ମୃତଦେହ ଜବତ କଲା ପୋଲିସ । ମୃତ ଯୁବତୀଙ୍କ ନାଁ ସୋନାଲି ସଙ୍ଘ ମିତ୍ରା ପରିଡା । 4ବର୍ଷ ହେବ ହଷ୍ଟେଲର 101 ନମ୍ବର ରୁମରେ ରହୁଥିଲେ । ମୃତ ଯୁବତୀଙ୍କ ଘର କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳରେ । ସେ ଦୀର୍ଘ ବର୍ଷ ହେବ ଏକ ବିଲଡର କମ୍ପାନୀରେ ଚାକିରୀ କରୁଥିଲେ । ତେବେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ଇନଫୋସିଟି ଥାନା ପୋଲିସ ଛାନଭିନ୍ କରୁଛି ।