Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆଇପିଏସ ଚାକିରି କରାଇଦେବାକୁ କହି ୪୬ ଲକ୍ଷ ଟଙ୍କା ଠକେଇ ମାମଲା : ପାଂଚ ଦିନିଆ ଟ୍ରାନ୍ଜିଟ ରିମାଣ୍ଡରରେ ଅଭିଯୁକ୍ତ
FMNEWS.IN
28-01-2025
ଗଞାମ, ୨୮ ଜାନୁଆରୀ - ଆଇପିଏସ ଚାକିରି କରାଇଦେବା ବାହାନାରେ ପଶ୍ଚିମବଂଗର ସୁରୀ ଥାନା ଅଞ୍ଚଳର ଜଣେ ଯୁବକ ଠାରୁ ୪୬ ଲକ୍ଷ ଟଂକା ଠକେଇ କରିଥିବା ଅଭିଯୋଗରେ ସୁରୀ ଥାନା ପୁଲିସର ଏକ ଟିମ ବ୍ରହ୍ମପୁର ଆସି ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଲୋଚାପଡା ଶ୍ରୀମାନ୍ ନଗରର ଜି. କାହ୍ନା ପାତ୍ର। ବ୍ରହ୍ମପୁର ଏସଡିଜେଏମଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍ ଟିମ ପାଂଚ ଦିନିଆ ଟ୍ରାନ୍ଜିଟ ରିମାଣ୍ଡରରେ ନେଇଛି।