Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପଶ୍ଚିମବଙ୍ଗରୁ ସନ୍ଦିଗ୍ଧ କଶ୍ମୀରୀ ଆତଙ୍କବାଦୀ ଗିରଫ
FMNEWS.IN
22-12-2024
ଦକ୍ଷିଣ 24 ପ୍ରଗଣା, 22ଡିସେମ୍ବର - ଜମ୍ମୁ କଶ୍ମୀର ଏସଟିଏଫ ଓ ପଶ୍ଚିମବଙ୍ଗ ପୋଲିସ ମିଳିତ ଅଭିଯାନ ଚଳାଇ ଦକ୍ଷିଣ 24 ପ୍ରଗଣା ଜିଲ୍ଲାର କୈନିଙ୍ଗ ହସ୍ପିଟାଲ ଅଂଚଳରୁ ଶନିବାର ରାତିରେ ଜଣଙ୍କୁ ଆତଙ୍କବାଦୀ ଗତିବିଧିରେ ସାମିଲ ଥିବା ସନ୍ଦେହରେ ଗିରଫ କରିଛି । ରବିବାର ପୋଲିସ ପକ୍ଷରୁ କୁହାଯାଇଛି ଯେ, ଗିରଫ ବ୍ୟକ୍ତିଙ୍କ ନାମ ଜାଭେଦ ମୁନସୀ ଓ ସେ ମୂଳତଃ କଶ୍ମୀର ଶ୍ରୀନଗରର ବାସିନ୍ଦା ଅଟେ । ସେ ଆତଙ୍କବାଦୀ ସଙ୍ଗଠନ ତହରିକ-ଇଲ-ମୁଜାହିଦିନର ସଦସ୍ୟ ଅଟେ ।