Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଦୁଇ ଝୁଲନ୍ତା ମୃତଦେହ ଜବତ
FMNEWS.IN
26-12-2024
ଗଞାମ, ୨୬ ଡିସେମ୍ବର - ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଲାରିଗଡ ନିସ୍ତିପୁର ଜଙ୍ଗଲ ନିକଟ ଏକ ଗଛରୁ ଜଣେ ପୁରୁଷ ଏବଂ ଆଉ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ପୁଲିସ ଜବତ କରି ଘଟଣାର ତଦନ୍ତ କରୁଛି। କିଛି ଦିନ ପୂର୍ବରୁ ଉଭୟ ମୃତକ ନିଖୋଜ ହୋଇଯାଇଥିବା ଘଟଣା ପାଟପୁର ପୁଲିସ ଥାନାରେ ଅଭିଯୋଗ ହୋଇଥିଵା ଜଣାପଡ଼ିଛି।