- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ପାରିବାରିକ କାଳହରୁ ଯୁବକ ରଶି ଲଗାଇ ଆତ୍ମହତ୍ୟା ଅଭିଯୋଗ
ଘଟଗାଁ: ପାରିବାରିକ କାଳହ ରୁ ଜଣେ ଯୁବକବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୁଚନା ରୁ ଜଣାଯାଏ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ର ସ୍ବର୍ଗତ ଘନଶ୍ୟାମ ନାୟକ ଙ୍କ ପୁଅ ହାବୁଲ୍ ନାୟକ (୪୫) ପଚାଙ୍ଗ ଗ୍ରାମର ରାମଚଂଦ୍ର ଝାଲିଆ ଙ୍କ ଝିଅ ଚଞ୍ଚଳା ନାଇକ (୩୦) କୁ ବିବାହ କରିଥଲେ ହାବୁଲ୍ ନିଶା ଶକ୍ତ ଅବସ୍ଥାରେ ବିଭିନ୍ନ ସମୟରେ ଝଗଡ଼ା ହେଉଥିବା ବେଳେ ଗତ ସୋମବାର ଦିନ ହାବୁଲ ନିଜ ସ୍ତ୍ରୀ କୁ ମଦପିଇ ମରିଥିଲା ପରେ ଚଞ୍ଚଳା ନିଜ ବାପ ଘର କୁ ଚାଲିଯାଇଥିଲା ପରବର୍ତ୍ତୀ ସମୟରେ ହାବୁଲ୍ ଶଶୁର ଘାର କୁ ଯାଇ ବ୍ୟାଙ୍କ ଆକାଉଣ୍ଟ ରେ ଥିବା ଟଙ୍କା ଉଠାଇବା ପାଇଁ ବାଧ୍ୟ କରିଥିଲା ହେଲେ ସ୍ତ୍ରୀ ଝିଅ ବାହାଘର ପାଇଁ ଥିବା ଟଙ୍କା ଉଠାଇବା ପାଇଁ ରାଜି ହୋଇ ନ ଥିଲେ ଏଥିରେ ହାବୁଲ୍ ବିରକ୍ତ ହୋଇ ଘର କୁ ଚାଲି ଆସିଥିଲେ ଶନିବାର ଦିନ ସାରା ନିଶା ସକ୍ତ ଅବସ୍ଥାରେ ବୁଲୁଥିବା ବେଳେ ଶନିବାର ରାତି ୯ ସମୟ ରେ ବେକରେ ରାଶି ବାନ୍ଧି ଫ୍ୟାନ୍ ଝୁଲି ଆତ୍ମ ହତ୍ୟା କରିଥିବା ଜଣା ପଡ଼ିଛି । ସ୍ଥାନୀୟ ଲୋକ ଝୁଲନ୍ତା ଶବ ଦେଖିବା ପରେ ପରିବାର ଲୋକ ଦେଖିଥିଲେ ପରେ ପୋଲିସ କୁ ଖବର ଦେଇଥିଲେ । ଘଷିପୁରା ପୋଲିସ ପହଞ୍ଚି ଶବ ଉଦ୍ଧାର କରି ତୁରନ୍ତ ଆନନ୍ଦପୁର ଡାକ୍ତରଖାନା କୁ ନେଇ ଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ରେ କୈଣସି ପ୍ରକାର ଝଗଡା ହୋଇ ଆତ୍ମହତ୍ୟାର କାରଣ ସ୍ପଟ ଜଣା ପଡିଥିବା ବେଳେ ଶବ ବ୍ୟବଚ୍ଛେଦ କରାଯାଇ ପରିଚାର ଙ୍କୁ ହସ୍ତାନ୍ତର କରା ଯାଇଛି lଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି ।