"ସାହିତ୍ୟରେ ରହିଥାଏ ସମାଜ, ସଂସ୍କୃତି ଓ ପ୍ରକୃତିର ପ୍ରତିଛବି’, କବି ସୂର୍ଯ୍ୟମଣି ବିଶ୍ୱାଳଙ୍କର ତ୍ରେୟାଦଶ ବାର୍ଷିକ ସ୍ମୂତି ସମୋରାହ

FMNEWS.IN 14-01-2025

ଭଦ୍ରକ, ୧୪ ଜାନୁଆରୀ- ସାହିତ୍ୟ ,ସମାଜର କଥା କେହ, ସଂସ୍କୃତିର ବାର୍ତାବହ ସୋଜ ତଥା ପ୍ରକୃତିର ଛବି ଆଙ୍କିଥାଏ। ସାହିତ୍ୟ ଗେୋଟ ମଣିଷ ତିଆରି ଦପର୍ଣ ଯେଉଁଥେର ସମାଜ, ସଂସ୍କୃତି ଓ ପ୍ରକୃତିର ପ୍ରତିଛବି ରହିଥାଏ ବୋଲି ଜିଲ୍ଲା ସଂସ୍କୃତି ଭବନ, ଭଦ୍ରକଠୋର କବି ସୂର୍ଯ୍ୟମଣି ବିଶ୍ୱାଳ ସ୍ମୁତି ସଂସଦ ଆନୁକୁଲ୍ୟେର ଅୋୟାଜିତ କବି ସୂର୍ଯ୍ୟମଣି ବିଶ୍ୱାଳଙ୍କର ତ୍ରେୟାଦଶ ବାର୍ଷିକ ସ୍ମୂତି ସମୋରାହେର ଅତିଥିମୋନ ମତବ୍ୟକ୍ତ କରିଛନ୍ତି। ଅଧ୍ୟାପକ ନୀହାର ରଞ୍ଜନ କରଙ୍କ ପେୌରାହିତ୍ୟେର ଅନୁଷ୍ଠିତ ଏହି ସାରସ୍ୱତ ସମୋରାହକୁ ଭଦ୍ରକର ବିଧାୟକ ସିତାଂଶୁ ଶେଖର ମହାପାତ୍ର ଉଦଘାଟନ କରିଥେଲ। ଭଦ୍ରକ ଜିଲ୍ଲାପାଳ ଦିଲୀପ ପାଇକରାୟ ମୁଖ୍ୟ ଅତିଥି , ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ପ୍ରଖ୍ୟାତ ଗୀତିକବି ଡ. େଅଲଖ ପଡ଼ିହାରୀ ମୁଖ୍ୟ ବକ୍ତା , ଅମୃତ ଦଶର୍ନର ସମ୍ପାଦକ ତଥା ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,,ଉତ୍କଳ ପ୍ରସଙ୍ଗର ପ୍ରାକ୍ତନ ସମ୍ପାଦକ ତଥା ବରିଷ୍ଠ ସାହିତ୍ୟିକ ଗୁରୁକଲ୍ୟାଣ ମହାପାତ୍ର,ତ୍ରିଦଣ୍ଡୀ ସ୍ୱାମୀ ଭକ୍ତି ବଲ୍ଲଭାଚାର୍ଯ୍ୟ ମହାରାଜ ବେରଣ୍ୟ ଅତିଥି ଭୋବ ଯୋଗେଦଇଥେଲ।ଏହି ଅବସରେର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଆଧ୍ୟାତ୍ମିକ ସାହିତ୍ୟିକ ବାବାଜୀ ଚରଣ ପଣ୍ଡାଙ୍କୁ ସମ୍ବଦ୍ଧର୍ନା ପ୍ରଦାନ କରାଯାଇଥିଲା। ଶ୍ରୀ ପଣ୍ଡା ସମ୍ବଦ୍ଧର୍ନାର ଉତର ରଖିଥିଲା େବେଳ ଶିକ୍ଷୟିତ୍ରୀ ସେରାଜିନୀ ନାୟକ ମାନପତ୍ର ପାଠ କରିଥେଲ। ଏହି ସମୋରାହେର ସମ୍ପାଦକ ରାମଚନ୍ଦ୍ର ସାହୁ ସମ୍ପାଦକୀୟ ବକ୍ତବ୍ୟ, ନାଟ୍ୟଶ୍ରୀ ନିମର୍ଳ ରାଉତ ସ୍ୱାଗତ ଭାଷଣ, ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥେଲ ଏବଂ ପ୍ରେଫସର ଦିବାକର ମହାନ୍ତି ଧନ୍ୟବାଦ ଅପର୍ଣ କରିଥେଲ ଓ ପୂବର୍ତନ ଶିକ୍ଷା ଅଧିକାରୀ ଡ. ପୁରେୁଷାତମ ଧଳ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥେଲ। ଉକ୍ତ ସମୋରାହ ପୂବର୍ରୁ କବି ସୂର୍ଯ୍ୟମଣି ବିଶ୍ୱାଳଙ୍କର ସ୍ମୃତେିର ଡା. ଅନିଲ କୁମାର ଦାଶଙ୍କ ପେୌରାହିତ୍ୟେର କବିତା ପୋଠାତ୍ସବ ଅନୁଷ୍ଠିତ ହୋଇଥିଲା। କବିତା ପୋଠାତ୍ସବେର କବୟିତ୍ରୀ ଗୀତା ରାଣୀ ଆଇଚ ମୁଖ୍ୟ ଅତିଥି, ପୂବର୍ତନ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ ମୁଖ୍ୟ ବକ୍ତା ଭୋବ ଯୋଗେଦଇଥେଲ ଏବଂ କବୟିତ୍ରୀ ସଂଯୁକ୍ତା ବଳ ନାୟକ ଓ ଦେବସ୍ମିତା ମିଶ୍ର କବିତା ସେଂଯାଜନା କରିଥେଲ ଓ ଅଡେଭୋକଟ ମେନାରଞ୍ଜନ ଦାସ ଧନ୍ୟବାଦ ଅପର୍ଣ କରିଥେଲ। ଶିକ୍ଷକ ବ୍ରଜକେିଶାର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥେଲ।