Breaking News
- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ମଧ୍ୟ ୟେମେନରେ ଗ୍ୟାସ ଷ୍ଟେସନରେ ବିସ୍ଫୋରଣରେ 15ଜଣଙ୍କ ମୃତ୍ୟୁ, 67 ଆହତ
FMNEWS.IN
13-01-2025
ସନା, 13 ଜାନୁଆରି :- ମଧ୍ୟ ୟେମେନର ଅଲ ବାୟଦା ଅଂଚଳରେ ଏକ ଗ୍ୟାସ ଷ୍ଟେସନରେ ବିସ୍ଫୋରଣରେ 15ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 67ଜଣ ଲୋକ ଆହତ ହୋଇଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି ।
ହୁତି ବିଦ୍ରୋହୀଙ୍କ ଦ୍ୱାରା ସଂଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ, ବିସ୍ଫୋରଣ ଶନିବାର ବାୟଦା ପ୍ରାନ୍ତର ଜହେର ଜିଲ୍ଲାରେ ହୋଇଛି ।
ମନ୍ତ୍ରାଳୟ ଅନୁସାରେ ବିସ୍ଫୋରଣରେ ଆହତ 67 ଲୋକଙ୍କ ମଧ୍ୟରୁ 40ଜଣଙ୍କ ଅବସ୍ଥା ଗୁରୁତର ରହିଛି । ରେସକ୍ୟୁ ଟିମ୍ ନିଖୋଜ ଲୋକଙ୍କ ତଲାସୀ କରୁଛନ୍ତି । ତେବେ ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନି ।