Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପାକିସ୍ତାନର ଆଫଗାନିସ୍ଥାନରେ ଏୟାରଷ୍ଟ୍ରାଇକ : 15ଜଣଙ୍କ ମୃତ୍ୟୁ
FMNEWS.IN
25-12-2024
କାବୁଲ, 25 ଡିସେମ୍ବର ଆଫଗାନିସ୍ତାର ପକ୍ତିକା ଅଂଚଳର ବରମଲ ଜିଲ୍ଲାରେ ପାକିସ୍ତାନର ଏୟାରଷ୍ଟ୍ରାଇକରେ ମହିଳା ଓ ଶିଶୁଙ୍କ ସହିତ ଅତିକମରେ 15ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ଏହି ଆକ୍ରମଣରେ ଆଫଗାନିସ୍ତାନ କ୍ରୋଧିତ ହେବା ସହ ପାକିସ୍ତାନକୁ ଜବାବ ଦେବାକୁ ଧମକ ଦେଇଛି ।
ସ୍ଥାନୀୟ ମିଡିଆ ମୁତାବକ ପାକିସ୍ତାନୀ ଫାଇଟର ଜେଟ ମଙ୍ଗଳବାର ରାତିରେ ଆଫଗାନିସ୍ତାନର ପୂର୍ବ ଅଂଚଳର ପକ୍ତିକା ଅଂଚଳରେ ତହରିକ-ଏ-ତାଲିବାନର ଚାରୋଟି ସ୍ଥାନରେ ବୋମା ବର୍ଷଣ କରିଥିଲା । ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।