Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସଜା ଉପରେ ଜାନୁୟାରୀ 10ରେ ନିଷ୍ପତି
FMNEWS.IN
04-01-2025
ନ୍ୟୁୟର୍କ, 4 ଜାନୁଆରି:- ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହସ୍ ମନି କେସରେ ଜାନୁୟାରୀ 10ରେ କୋର୍ଟଙ୍କ ସମ୍ମୁଖରେ ହାଜର ହେବେ । ଜଷ୍ଟିସ ଜୁଆନ ଏମ.ମର୍ଚନ ଏହି କେସରେ ସଜା ଉପରେ ନିଷ୍ପତି ଶୁଣାଇବା ପାଇଁ ଏହି ତାରିଖ ଧାର୍ଯ୍ୟ କରିଛନ୍ତି । କୋର୍ଟ ଶୁକ୍ରବାର ଜଣେ ପର୍ନ ଷ୍ଟାରଙ୍କୁ ଚୁପ ରହିବା ପାଇଁ ରକମ ଦେଇଥିବା ଅଭିଯୋଗରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।