Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଶେଖ୍ ହସିନାଙ୍କ ବିରୁଦ୍ଧରେ ଦ୍ୱିତୀୟ ୱାରେଂଟ ଜାରି କଲା ଆଇସିଟି
FMNEWS.IN
07-01-2025
ଢାକା, 7 ଜାନୁଆରି:- ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଧିକରଣ ଅପଦସ୍ତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ 11ଅନ୍ୟ ଲୋକଙ୍କ ବିରୁଦ୍ଧରେ ସୋମବାର ଗିରଫଦାରି ୱାରେଂଟ ଜାରି କରିଛି । ଆଇସିଟି ଯେଉଁ ଲୋକଙ୍କ ବିରୁଦ୍ଧରେ ୱାରେଂଟ ଜାରି କରିଛି, ସେଥିରେ ପୂର୍ବତନ ଜେନେରାଲ ଓ ଜଣେ ପୂର୍ବତନ ପୋଲିସ ମୁଖ୍ୟଙ୍କ ସମେତ 11ଜଣଙ୍କ ନାମ ରହିଛି । ଶେଖ୍ ହସିନାଙ୍କ ବିରୁଦ୍ଧରେ ଏହା ଆଇସିଟି ଦ୍ୱାରା ଜାରି କରାଯାଇଥିବା ଦ୍ୱିତୀୟ ଗିରଫଦାରି ୱାରେଂଟ ଅଟେ । ଗତ ବର୍ଷ ଅଗଷ୍ଟରେ ଅଭାମୀ ଲିଗ ସରକାରର ବିରୋଧ ପରେ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା ।