Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଗସ୍ତର ଶେଷଦିନରେ ଆଜି କୁଏତର ଧନୀକମାନଙ୍କ ସହ ହେବ ମୋଦିଙ୍କ ସାକ୍ଷାତ
FMNEWS.IN
22-12-2024
ନୂଆଦିଲ୍ଲୀ, 22 ଡିସେମ୍ବର - କୁଏତ ଗସ୍ତର ଦ୍ୱିତୀୟ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କୁଏତର ଧନିକମାନଙ୍କୁ ସାକ୍ଷାତ କରିବେ । ସେ ଆଜି କୁଏତର ପ୍ରଧାନମନ୍ତ୍ରୀଙ୍କୁ ବି ସାକ୍ଷାତ କରିବେ । ଏମଓୟୁ ଉପରେ ସ୍ୱାକ୍ଷର ଓ ପ୍ରେସବ୍ରିଫିଂ ପରେ ଦ୍ୱିପ୍ରହର ପରେ ସାଢେ 3ଟା ବେଳେ ସେ ଦିଲ୍ଲୀ ବାହାରିବେ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଦିନର ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଏବଂ ଏହାର ଫଟୋ ସୋସିଆଲ ସାଇଟରେ ସେୟାର କରିଥିଲେ । ପ୍ରଥମ ଦିନରେ ସେ ହଲା ମୋଦି କାର୍ଯ୍ୟକ୍ରମରେ ଭାରତୀୟ ପ୍ରବାସୀଙ୍କୁ ସଂବୋଧିତ କରିଥିଲେ ।
43 ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା କୁଏତକୁ ପ୍ରଥମ ଯାତ୍ରା ଅଟେ । ସେ ଏଠାରେ ମୋଦି କୁଏତର ଅମିର ଶେଖତମିଶାଲ ଅଲ-ଅହମଦ ଅଲ ଜବର ଅଲ-ସବାଙ୍କ ନିମନ୍ତ୍ରଣ କ୍ରମେ ପଂହଚିଛନ୍ତି ।