Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବ୍ରାଜିଲରେ 10 ଯାତ୍ରୀଙ୍କୁ ନେଇଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ
FMNEWS.IN
23-12-2024
ବ୍ରାସିଲିୟା, 23 ଡିସେମ୍ବର - ଦକ୍ଷିଣ ବ୍ରାଜିଲର ପର୍ଯ୍ୟଟକ ସହର ଗ୍ରୈମାଡୋରେ 10 ଯାତ୍ରୀଙ୍କୁ ନେଇକରିଯାଉଥିବା ଛୋଟ ବିମାନ ଦୋକାନରେ ମାଡ ହେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ନାଗରିକ ଓ ପ୍ରତିରକ୍ଷା ଅଧିକାରୀମାନେ ସମସ୍ତ ଯାତ୍ରୀ ମୃତ୍ୟୁବରଣ କରିଥିବା ନେଇ ଆଶଙ୍କା କରୁଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ରିୟୋ ଗ୍ରାଣ୍ଡେ ଡୋ ସୁଲ ରାଜ୍ୟର ସାର୍ବଜନୀନ ସୁରକ୍ଷା କାର୍ଯ୍ୟାଳୟ ଅନୁସାରେ, ବିମାନ ପ୍ରଥମ ଏହି ବିଲ୍ଡିଂର ଚିମିନିରେ ଧକ୍କା ହେବା ପରେ ପୁଣି ଏକ ଘରର ଦ୍ୱିତୀୟ ମହଲାକୁ ଭାଙ୍ଗି ଏକ ଫର୍ଣ୍ଣିଚର ଦୋକାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।