Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆମେରିକାରେ 64ଜଣଙ୍କୁ ନେଇକରି ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ
FMNEWS.IN
30-01-2025
ୱାଂଶିଟନ, 30 ଜାନୁଆରି - ଯୁକ୍ତରାଷ୍ଟ୍ର ଆମେରିକାରେ ବଡ ବିମାନ ଦୁର୍ଘଟଣଶ ଘଟିଛି । ଦ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ଖବର ଅନୁସାରେ ରାଜଧାନୀର ଜେଟ ରିଗନ ଏୟାରପୋର୍ଟ ନିକଟରେ ବ୍ଲାକ ହକ୍ ସୈନ୍ୟ ହେଲିକପ୍ଟର ସହ ଯାତ୍ରୀବାହୀ ବିମାନ ଧକ୍କା ହୋଇଛି । 64ଲୋକଙ୍କୁ ନେଇକରି ଯାଉଥିବା ଆମେରିକାନ ଏୟାରଲାଇନ୍ସର ହି ଜେଟ ଦୁର୍ଘଟଣାଗ୍ରସ୍ତ ହୋଇ ପୋଟାମେକ ନଦୀ ଭିତରକୁ ଖସିପଡିଥିଲା । ଏଥିରେ 60 ଯାତ୍ରୀ ଓ ଚାଳକ ଦଳର 4ଜଣ ସଦସ୍ୟ ରହିଛି ।
ଦୁର୍ଘଟଣା ପରେ ଜେଟ୍ ରିଗନ ଏୟାରପୋର୍ଟକୁ ବନ୍ଦ କରିଦିଆଯାଇଛି । ସୈନ୍ୟ ହେଲିକପ୍ଟରରେ ତିନିଜଣ ଲୋକେ ଥିଲେ । ଏବେ ସୁଦ୍ଧା ମୃତାହତଙ୍କ ସୂଚନା ଜଣାପଡିନି । ତେବେ ସମସ୍ତ ୟାତ୍ରୀ ଏହି ଦୂର୍ଘଟଣାରେ ମୃତ୍ୟୁବରଣ କରିତିବା ଆଶଙ୍କା କରାଯାଊଛି।