Breaking News
- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ଆମେରିକା ସୁପ୍ରିମକୋର୍ଟରେ ଟିକଟକ ଉପରେ ପ୍ରତିବନ୍ଧକ
FMNEWS.IN
18-01-2025
ୱାଶିଂଟନ, 18 ଜାନୁଆରି - ଆମେରିକା ସୁପ୍ରିମକୋର୍ଟ ଚୀନର ସୋସିଆଲ ମିଡିଆ ଆପ୍ ଟିକଟକକୁ ବିଦାୟର ରାସ୍ତା କରିଦେଇଛନ୍ତି । ସୁପ୍ରିମକୋର୍ଟ ଟିକଟକ ଉପରେ ପ୍ରତିବନ୍ଧକ ଲଗାଉଥିବା ଆଇନକୁ ବଳବତ୍ତର ରଖିଛନ୍ତି । ରବିବାର ଆଇନ ଲାଗୁ ହେବା ପରେ ଏହାକୁ ଆପ୍ ଷ୍ଟୋରରୁ ହଟାଇ ଦିଆଯିବ । ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ଟିକଟକ ଲୋକପ୍ରିୟ ଆପ୍ ଅଟେ । ଆମେରିକାରେ 170 ମିଲିୟନରୁ ଅଧିକ ଲୋକ ଏହାକୁ ବ୍ୟବହାର କରିଥାନ୍ତି ।