- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
କେନ୍ଦୁଝର : ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଏପାଖ - ସେପାଖ
କେନ୍ଦୁଝର - ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ତାଙ୍କର କେନ୍ଦୁଝର ଗସ୍ତ ସାରି ଫେରିଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସହରର କେତେକ ବିଶିଷ୍ଟ ନାଗରିକ ଓ ସାଧାରଣ ନାଗରିକ ତାଙ୍କୁ ସର୍କିଟ ହାଉସ ଠାରେ ସାକ୍ଷାତ଼ କରି ଆଲୋଚନା କରିଛନ୍ତି । ଯଦିଓ ସେମାନଙ୍କର ସେହି ଆଲୋଚନାରେ କେନ୍ଦୁଝରର ବିକାଶ କଥା କେତେ ଥିଲା ତାର ନିର୍ଦ୍ଦିଷ୍ଟ ସୂଚନା ମିଳି ପାରିନାହିଁ । ଅବଶ୍ୟ ରାଜ୍ୟର ଅନ୍ୟାନ୍ୟ ଅଂଚଳବାସୀଙ୍କ ଅପେକ୍ଷା କେନ୍ଦୁଝର ଲୋକଙ୍କର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅଧିକ ଆଶା ରଖିବା ସ୍ୱଭାବିକ । କିନ୍ତୁ ସତରେ କଣ କେନ୍ଦୁଝରର ଭାଗ୍ୟରେ ଉନ୍ନତି ସମ୍ଭବ ହେବ ବୋଲି ଆଶା କରାଯାଇପାରିବ । କିନ୍ତୁ ଏପଟେତ ଗାଁ ପରିମଳ ଧୋବ। ତୁଠରୁ ଭଳି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବ।ଚନ ମଣ୍ଡଳୀ ଭିତରେ ଥିବା ତଥା ଜିଲ୍ଲା ମୁଖ୍ୟକ୍ଷଳୟରେ ଥିବା କେନ୍ଦୁଝରଗଡ଼ ମ୍ୟୁୁନିସିପାଲିଟି(ଦଳୀୟ ଚେୟାରମ୍ୟାନ ଥିବା ସତ୍ୱେ ) ର ସ୍ୱ।।ସ୍ଥ୍ୟବସ୍ଥା ଦିନକୁ ଦିନ ଯେଭଳି ନିମ୍ନଗାମୀ ହେବାରେ ଲାଗିଛି ସେଥିରୁ ମନେହୁଏ ହୁଏତ ଏହି ମ୍ୟୁନିସପ।।ଲିଟି ଟି ଖୁବ କମ ଦିିନ ମଧ୍ୟରେ କୋମାକୁ ଚାଲି ଯିବାର ସମ୍ଭାବନା ଅଧିକ ମନେ ହେଉଥିବାକୁ ନେଇ ଚର୍ଚ୍ଚଜ୍ଝ ଜୋର ଧରିଥିବା ବେଳେ ମ୍ୟୁନିସିପାଲିଟି କର୍ତୃପକ୍ଷଙ୍କର ବିଭିନ୍ନ ଅଂଚଳ ପ୍ରତି ଅଣଦେଖା ଓ ଅବହେଳୋ ମନୋଭାବ ତଥା ମ୍ୟୁନିସିପାଲିଟିର ଏତାଦୃଶ୍ୟ ଦୟନୀୟ ସ୍ଥିତିକୁ ନେଇ ପୌରବାସୀଙ୍କ ମଧ୍ୟ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏଭଳି ସ୍ଥିତିରେ ଜିଲ୍ମ୍ଲାର ଭାଗ୍ୟରେ ଉନ୍ନତି ସତରେ ସମ୍ଭବ କି ବୋଲି ଯଦି ଅନେକ ଯଦି ପ୍ରଶ୍ନ କରନ୍ତି ତେବେ ଭୁଲ ରହିଲା କେଉଁଠି? ଏହା ଛଡା ଅନ୍ୟ ଏକ କୌତୁହଳପୂର୍ଣ୍ଣ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଜ୍ଝ କେେନ୍ଦେୁଝର ଲୋକପ୍ରିୟ ନେତା ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ଥିିିବାରୁ ତ।।ଙ୍କର ନିକଟତର ହେବୋକୁ କେତେକଙ୍କ ମଧ୍ୟରେ ବେଶ ପ୍ରତିଯୋଗିିତା ଚାଲିଥିବା ଦେଖିବାକୁ ମିଳିଥିଲ । ବିଶେଷ ଭ।।ବେ ମୁଖ୍ୟମନ୍ତ୍ରୀ ଙ୍କ ପାଖେ ପାଖେ କିଏ ରହିବ ତାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବେଶି ହଇରାଣ ହୋଇଥିଲେ ରୋଗୀ । ଜିଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ରାସ୍ତାକୁ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରି ଦିଆଯିିବା କାରଣରୁ ରୋଗି ମାନେ ଅସୁବିଧାର ସମ୍ମୁଖୀନ ହେ।ଇଥିଲେ। ଆଉ ଏପଟେ ଦୀର୍ଘ ସମୟ ଧରି ମୁକୁଳା ପଡ଼ିଥିିିଲା ସହରର ଟ୍ର୍ରାଫିକ ବ୍ୟବସ୍ଥା ଜ୍ଝ ଏବଂ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ରାସ୍ତାପାର୍ଶ୍ୱର ଅସ୍ଥ।।ାୟୀ ଭାବେ ବେପ।। ର କରୁଥିବା ଲୋକକୁ ବାରମ୍ବାର ଉଠାଇ ଦିଆ ଯାଉଥିବାରୁ ସେମୋନ ଅସନ୍ତୋଷ ପ୍ରକାଶ କରିଥିଲେ ।