Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଜୟ ମା ହିଙ୍ଗୁଳା ପାନୀୟ ଜଳ କମିଟି,ଜାମ୍ମୁବାହାଳୀ ପକ୍ଷରୁ ନଅ ଦିନ ବ୍ୟାପି ଭକ୍ତଙ୍କୁ ଥଣ୍ଡା ସରବତ ପାଣି ଓ ଅନ୍ନ ବସ୍ତ୍ର ସେବା ପ୍ରଦାନ
FMNEWS.IN
21-04-2025
ତାଳଚେର - ଜୟ ମା ହିଙ୍ଗୁଳା ପାନୀୟ ଜଳ କମିଟି,ଜାମ୍ମୁବାହାଳୀ ପକ୍ଷରୁ ନଅ ଦିନ ବ୍ୟାପି ଭକ୍ତ ମାନଙ୍କୁ ଥଣ୍ଡା ସରବତ ପାଣି ଓ ଅନ୍ନ ବସ୍ତ୍ର ସେବା ଯୋଗାଇ ଦିଆଯାଇଥିଲା।
ଜୟ ମା ହିଙ୍ଗୁଳା ପାନୀୟ ଜଳ କମିଟି,ଜାମ୍ମୁବାହାଳୀ ପକ୍ଷରୁ ନଅ ଦିନ ବ୍ୟାପି ଭକ୍ତଙ୍କୁ ଥଣ୍ଡା ସରବତ ପାଣି ଓ ଅନ୍ନ ବସ୍ତ୍ର ସେବା ପ୍ରଦାନ pic.twitter.com/FnlbDP68S4
FM News (@fmnews_) April 21, 2025
କମିଟି ସଦସ୍ୟ ସୁଶାନ୍ତ ରଣା,ଦୂର୍ଗା ଶତପଥୀ,ବୀରେନ ଭୂତିଆ,ମୁନା ବେହେରା,ସୁଜିତ ବେହେରା,ଗାମା ମୁଦୁଲି,ଭୁଣ୍ଡୁ ରଣା ,ଯୋଗିନାଥ ମୁଦୁଲି,ପଣ୍ଡିତ ଭୂତିଆ ଓ ପ୍ରସାସନ୍ତ ବେହେରା ପ୍ରମୁଖ ଏହି ନଅ ଦିନ ଧରି ଭକ୍ତଙ୍କୁ ସେବା ଯୋଗାଇ ଆସିଥିଲେ।