Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କିସ୍ତୱାଡ ଏନକାଉଂଟରରେ ପୁଣି 2 ଆତଙ୍କବାଦୀ ନିହତ, ମୃତକଙ୍କ ସଂଖ୍ୟା ଛୁଇଁଲା 3, ଅପରେସନ ଜାରି
FMNEWS.IN
12-04-2025
କିସ୍ତୱାଡ, 12 ଏପ୍ରିଲ୍ - ଜମ୍ମୁ କଶ୍ମୀରର କିସ୍ତୱାଡ ଜିଲ୍ଲାରେ ଛତ୍ରୁ ବନାଂଚଳରେ ଶୁକ୍ରବାରରୁ ଚାଲିଥିବାରୁ ଏନକାଉଂଟରରେ ଆଉ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ତିନି ଛୁଇଁଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ମୁତାବକ ଅପରେସନରେ ଏବେ ସୁଦ୍ଧା ଆଉ 2 ଆତଙ୍କବାଦୀ ନିହତ ହୋଇଛନ୍ତି । ଅଂଚଳରେ ଅପରେସନ ଜାରି ରହିଛି ।