Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ରାଜସ୍ଥାନର ଉଦୟପୁରର ନ୍ୟାସନାଲ ହାଇୱେରେ ଟ୍ରେଲର ଟମ୍ପୋ ଧକ୍କା, 5 ମୃତ
FMNEWS.IN
03-01-2025
ଉଦୟପୁର, 3 ଜାନୁଆରି:- ରାଜସ୍ଥାନର ଉଦୟପୁର ଜିଲ୍ଲାର ଗୋଗୁଂନ୍ଦା-ପିଂଡୱାଡା ନ୍ୟାସନାଲ ହାଇୱେରେ ଶୁକ୍ରବାର ଦ୍ୱିପ୍ରହର ସମୟ 12.30ଟା ସମୟରେ ଭୟାବହ ଦୁର୍ଘଟଣାରେ 5ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଟ୍ରେଲର ବ୍ରେକ୍ ଫେଲ ହୋଇଯିବା କାରଣରୁ ଦ୍ରୁତଗତିରେ ଆସୁଥିବା ଏକ ଟେମ୍ପୋକୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଆହତ ହୋଇଥିବା 9ଜଣଙ୍କ ମଧ୍ୟରୁ 8ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଉଦୟପୁର ରେଫର କରିଦିଆଯାଇଛି ।