Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଅଲମୋଡା-ଜମରାନୀ ବୈଂଡ଼ ଧୋଲାଛିନା ନିକଟରେ କାର୍ ଦୁର୍ଘଟଣା : ୨ ମୃତ, ଜଣେ ଗୁରୁତର
FMNEWS.IN
14-01-2025
ଅଲମୋଡା, ୧୪ ଜାନୁଆରୀ- ଅଲମୋଡା ଜିଲ୍ଲା ଜମରାନୀ ବୈଂଡ଼ ଧୋଲାଛିନା ନୌଗାଓଁ ପିପଲି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ କାର୍ ଗଭୀର ଖାଲକୁ ଖସିପଡିବା ଫଳରେ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । କାର୍ ରେ ମୋଟ୍ ତିନି ଜଣ ଯାତ୍ରା କରୁଥିଲେ ।
ପୋଲିସର ସୂଚନା ଅନୁଯାୟୀ, କାଫଲିଗୈର ବାଗେଶ୍ୱର ରୋଡ଼ ପକ୍ଷରୁ ଜମରାଡ଼ି ବୈଂଡ଼ ଅଭିମୁଖେ ଯାଉଥିବା ବେଳେ କାର୍ ଟି ଭାରସାମ୍ୟ ହରାଇ ରାସ୍ତାରୁ ପ୍ରାୟ ୨୦୦ ମିଟର ତଳକୁ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଗ୍ରାମବାସୀ ମାନେ ଜଣେ ଆହତଙ୍କୁ ସେଠାରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଥିଲେ ।