- କଟକରେ ଶାନ୍ତି,ଶୃଙ୍ଖଳା ରକ୍ଷା କରିବାକୁ ଅପିଲ କଲେ ପିସିସି ସଭାପତି
- ଗାଁ ଗାଁ ଯାଇ ଭୋଟ ଭିକ୍ଷା କରିବି : ଭକ୍ତ
- ମାଲକାନଗିରି ମୋଟୁରୁ 'ଗାନ୍ଧୀ ପଥେ ପଦଯାତ୍ରା' ଆରମ୍ଭ: ମାଲକାନଗିରିରୁ ମୟୂରଭଞ୍ଜ ବର୍ଷବ୍ୟାପୀ ଚାଲିବ ଏହି ପଦଯାତ୍ରା
- ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଅକ୍ଟୋବର ୨ ଓ ୩ ଦୁଇଦିନ,ନୂଆପଡ଼ା ନିର୍ବାଚନ ପରେ ଦ୍ୱିତୀୟ ପଦଯାତ୍ରା
- ମୋଦୀଙ୍କ ବକ୍ତବ୍ୟକୁ କ଼଼ଡା ସମାଲୋଚନା କଲେ ପିସିସି ସଭାପତି ଭକ୍ତ ଦାସ,କହିଲେ ଓଡିଶାର ଖଣିଖାଦାନ ଲୁଟିବାରେ ମାତିଛି...
ପହଲଗାମ ଆକ୍ରମଣ ପରେ ଆରଏସଏସ ସମର୍ଥିତ ସଂଗଠନମାନେ ପାକିସ୍ତାନର ଇଚ୍ଛା ଅନୁଯାୟୀ କାମ କଲେ, ବିଜେପିକୁ ମଧ୍ୟ ଟାର୍ଗେଟ କଲେ ପବନ ଖେଡ଼ା

By Jagadananda Pradhan
(FM News):-- କଂଗ୍ରେସ ଶନିବାର ଅଭିଯୋଗ କରିଛି ଯେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମର୍ଥିତ ସଂଗଠନମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଠିକ୍ ସେହିପରି କାର୍ଯ୍ୟ କରିଛନ୍ତି, ଯାହା ପାକିସ୍ତାନ ଚାହୁଁଥିଲା। ଦଳର ମିଡିଆ ବିଭାଗ ମୁଖ୍ୟ ପବନ ଖେଡ଼ା କହିଛନ୍ତି ଯେ ଏହି ଆକ୍ରମଣ ମାଧ୍ୟମରେ ପାକିସ୍ତାନ କାଶ୍ମୀରୀମାନଙ୍କର ଜୀବିକା ଉପରେ ଆକ୍ରମଣ କରିବା ଓ ଭାରତରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଚାହୁଁଥିଲା।
ଗତ ୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁମାନେ ଅଧିକାଂଶ ପର୍ଯ୍ୟଟକ ଥିଲେ। ଏକ ଭିଡିଓ ବୟାନରେ ଖେଡ଼ା କହିଛନ୍ତି ଯେ ଆକ୍ରମଣ ପରେ ଗତ ଚାରି ଦିନରେ କେଉଁ ନେତା କଣ କରିଛନ୍ତି କିମ୍ବା କହିଛନ୍ତି, କେଉଁ ଦଳ କଣ କରିଛି କିମ୍ବା କହିଛି, ତାହାର ତୁଳନା କରାଯିବା ଆବଶ୍ୟକ।
ସେ କହିଛନ୍ତି, ରାହୁଲ ଗାନ୍ଧୀ ଆହତମାନଙ୍କୁ ଭେଟିବା ପାଇଁ କାଶ୍ମୀର ଯାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାର ପାଇଁ ବିହାର ଗଲେ। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ,ଏହି ସଙ୍କଟ ସମୟରେ ଆମେ ସରକାରଙ୍କ ସହ ଛିଡ଼ା ହେବୁ।
पहलगाम आतंकी हमले के बाद पिछले 4 दिन में किस नेता ने क्या किया या कहा, किस पार्टी ने क्या किया या कहा, यह तुलना आवश्यक है।
Pawan Khera
▪️राहुल जी घायलों से मिलने कश्मीर गए।
▪️मोदी जी चुनाव प्रचार करने बिहार गए।
▪️कांग्रेस ने कहा संकट की इस घड़ी में हम सरकार के साथ खड़े हैं।
▪️बीजेपी ने pic.twitter.com/GmrrskX6kq