BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ଏକ ହଜାର କୋଟି ଟଙ୍କାର ସାଇବର ଠକେଇ ମାମଲାରେ ପଶ୍ଚିମବଙ୍ଗରେ 8ଟି ସ୍ଥାନରେ ଇଡି ରେଡ୍

FMNEWS.IN 02-01-2025
ED conducted  raids at 8 places in West Bengal in Rs 1,000 crore cyber fraud case

ନୂଆଦିଲ୍ଲୀ, 2 ଜାନୁଆରି :- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାମିଲନାଡୁରେ ହଜାରେ କୋଟି ଟଙ୍କାରୁ ଅଧିକ ସାଇବର ଠକେଇ ସହିତ ଜଡିତ ମାମଲାର ଯାଂଚ ପ୍ରସଙ୍ଗରେ ପଶ୍ଚିମବଙ୍ଗରେ 8ଟି ସ୍ଥାନରେ ରେଡ୍ କରିଛି ।

ଅଧିକାରୀଙ୍କ ସୂତ୍ର ମୁତାବକ ଇଡି କୋଲକାତାର ପାର୍କ ଷ୍ଟ୍ରିଟ୍, ସଲ୍ଟ ଲେକ୍ ଓ ବାଗୁଇହାଟି ଅଂଚଳର 5ଟି ସ୍ଥାନରେ ଓ ଅନ୍ୟ ଜିଲ୍ଲାର 3ଟି ସ୍ଥାନରେ ଏକସଙ୍ଗରେ ରେଡ୍ କରିଛି । ସଲ୍ଟ ଲେକ ଅଂଚଳରେ ରେଡ୍ ସମୟରେ ଇଡି ଅଧିକାରୀ ଜଣେ ବ୍ୟକ୍ତିଙ୍କୁ ହେପାଜତକୁ ନେଇଛନ୍ତି ।