Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କେଦାରନାଥ ଯାତ୍ରା ମାର୍ଗରେ ଗୌରୀକୁଣ୍ଡରେ ହେଲିକପ୍ଟର କ୍ରାସ
FMNEWS.IN
15-06-2025
ରୁଦ୍ରପ୍ରୟାଗ, 15 ଜୁନ୍ - ବିଶ୍ୱ ପ୍ରସିଦ୍ଧ କେଦାରନାଥ ଯାତ୍ରା ମାର୍ଗରେ ଗୌରୀକୁଣ୍ଡ ନିକଟରେ ରବିବାର ଏକ ହେଲିକପ୍ଟର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ମିଳିବା ପରେ ପ୍ରଶାସନ ରେସକ୍ୟୁ ଓ ଉଦ୍ଧାର ଦଳକୁ ଘଟଣାସ୍ଥଳକୁ ପଠାଇଛି । ଖବର ମିଳିଛି ଯେ ଏହି ହେଲିକପ୍ଟରଟି ଆର୍ଯ୍ୟନ କମ୍ପାନୀର ଥିଲା ଓ କେଦାରନାଥରୁ ଫାଟାକୁ ଆସୁଥିଲା। ଗୌରୀକୁଣ୍ଡର ପାହାଡିଆ ଅଞ୍ଚଳରେ ଘାସ ସଂଗ୍ରହ କରୁଥିବା କିଛି ମହିଳା ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ । ଏହାପରେ ଏନଡିଆରଏଫଓ ଏସଡିଆରଏଫଟିମକୁ ଘଟଣାସ୍ଥଳକୁ ପଠାଯାଇଛି।