Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କର୍ଣ୍ଣାଟକରୁ ଦିଲ୍ଲୀ ଫେରିଲେ ଖଡଗେ, ରାହୁଲ ଓ ବେଣୁଗୋପଳ,ଡ.ମନମୋହନଙ୍କ ପରିଜନଙ୍କୁ ଭେଟିଲେ
FMNEWS.IN
27-12-2024
ନୂଆଦିଲ୍ଲୀ, 27 ଡିସେମ୍ବର:- କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ବିରୋଧୀ ଦଳ ନୋ ରାହୁଲ ଗାନ୍ଧୀ ଓ ପାର୍ଟିର ମହାସଚିବ କେସି ବେଣୁଗୋପାଳ ଆଜି ଭୋର ସମୟରେ ବେଲଗାମରୁ ଦିଲ୍ଲୀରେ ପହଂଚିଛନ୍ତି । ଏବଂ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ବାସଭବନକୁ ଯାଇଛନ୍ତି । ସେଠାରେ ସେ ଡ.ସିଂହଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି ଏବଂ ପରିବାରର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।