Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆସନ୍ତା ୨୯ ତାରିଖ ଦିନ ସାଂସଦ ଦିପେନ୍ଦର ସିଂ ହୁଦା ଜୟହିନ୍ଦ ଯାତ୍ରାରେ ଯୋଗଦେବେ
FMNEWS.IN
25-05-2025
ଭୁବନେଶ୍ଵର: ଆସନ୍ତା ୨୯ ତାରିଖ ଦିନ ଅତ୍କଳ ଭାରତ ଜାତୀୟ କଂଗ୍ରେସର ନିର୍ଦ୍ଦେଶକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ଭୁବନେଶ୍ୱର ଠାରେ ଜୟହିନ୍ଦ ଯାତ୍ରା ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ ଅତ୍କଳ ଭାରତ ଜାତୀୟ କଂଗ୍ରେସର ସାଂସଦ ଦିପେନ୍ଦର ସିଂ ହୁଦା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରେ ଏହି କାର୍ଯ୍ୟକ୍ରମରେ ସମସ୍ତ କଂଗ୍ରେସ ନେତୃବୃନ୍ଦ, ସାଂସଦ, ବିଧାୟକ, ପିସିସିର କାର୍ଯ୍ୟକର୍ତା, ବିଭାଗ, ଜିଲ୍ଲା ସଭାପତି, ପ୍ରକୋଷ୍ଠ, ବିଭାଗ ଓ ଛାମୁଆ ସଂଗଠନର ନେତୃବୃନ୍ଦ ତଥା ସମସ୍ତ କର୍ମକର୍ଷା ଏହି କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ନିର୍ଦ୍ଦେଶ ଦେଇଛନ୍ତି ।