Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଛତିଶଗଡରେ କୁଟରୁ-ବେଦରେ ରାସ୍ତାରେ ଯବାନଙ୍କ ଗାଡି ଉଡାଇଲେ ନକ୍ସଲ,9 ଜଣଙ୍କ ମୃତ୍ୟୁ
FMNEWS.IN
06-01-2025
ବିଜାପୁର, 6 ଜାନୁୟାରୀ:- ଛତିଶଗଡର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାର କୁଟରୁ ମାର୍ଗର ବେଦରେରେ ଯବାନଙ୍କୁ ନେଇ ଯାଉଥିବା ଗାଡିକୁ ସୋମବାର ନକ୍ସଲମାନେ ଟାର୍ଗେଟ କରିଛନ୍ତି । ଏଥିରେ ଅନେକ ଯବାନ ସହିଦ ହୋଇଛନ୍ତି । ବସ୍ତର ଆଇଜି ସୁନ୍ଦରରାଜ ପି. ଏନେଇ ସୂଚନା ଦେଇଛନ୍ତି ।ନକ୍ସଲମାନେ ଆଜି ସକାଳେ ଆଇଇଡି ବିସ୍ଫୋରଣ କରି ଯବାନଙ୍କ ଗାଡିକୁ ଉଡାଇ ଦେଇଛନ୍ତି । ଏଥିରେ 8ଜଣ ଯବାନଙ୍କ ସମେତ ଗାଡି ଚାଳକ ସହିଦ ହୋଇଥିବା ବେଳେ କିଛି ଆହତ ହୋଇଛନ୍ତି । ରବିବାର ନାରାୟଣପୁରରେ ହୋଇଥିବା ଗୁଳି ବିନିମୟ ପରେ ଯବାନ ଆଜି ଫେରୁଥିବା ବେଳେ ନକ୍ସଲମାନେ ଏହି କାଣ୍ଡ ଘଟାଇଥିଲେ ।