Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ନିୟନ୍ତ୍ରଣ ରେଖାରେ ପାକିସ୍ତାନର ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ
FMNEWS.IN
30-04-2025
ଶ୍ରୀନଗର, 30 ଏପ୍ରିଲ୍ - ଜମ୍ମୁ କଶ୍ମୀରର ପହଲଗାମରେ ଏପ୍ରିଲ 22ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଲଗାତର ଅସ୍ତ୍ର ବିରତିର ଉଲ୍ଲଂଘନ କରୁଛି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିବା ମଧ୍ୟରେ ପାକିସ୍ତାନର ସେନା ଏପ୍ରିଏ 22 ରାତିରୁ ଗୁଳିକାଣ୍ଡ କରୁଛନ୍ତି । ଭାରତୀୟ ସେନା କହିଛି ଯେ, ଏପ୍ରିଲ 29-30 ରାତିରେ ପାକିସ୍ତାନ ସେନାର ଚୌକରୁ ଜମ୍ମୁ କଶ୍ମୀରର ନୌଶେରା, ସୁନ୍ଦରବନି ଓ ଅଖନୁର ସେକ୍ଟର ନିକଟରେ ନିୟନ୍ତ୍ରଣ ରେଖା ସେପଟୁ ଗୁଳି ଚଳାୁଛି । ଭାରତୀୟ ସେନାର ଯବାନ ଏହାର ଜବାବ୍ ଦେଉଛନ୍ତି ।