Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କ୍ୟାଥଲିକ ବିଶପ୍ସ କନଫରେନ୍ସର କ୍ରିସମାସ ସମାରୋହରେ ଯୋଗ ଦେବେ ପିଏମ ମୋଦି
FMNEWS.IN
22-12-2024
ନୂଆଦିଲ୍ଲୀ, 22 ଡିସେମ୍ବର -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବର ନୂଆଦିଲ୍ଲୀ ସ୍ଥିତ ସିବିସିଆଇ ସେଂଟର ପରିସରରେ କ୍ୟାଥଲିକ ବିଶପ୍ସ କନଫରେନ୍ସ ଅଫ୍ ଇଣ୍ଡିଆର କ୍ରିସମାସ ସମାରୋହରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ସାଢେ 6ଟାରେ ହେବେ । ପ୍ରଧାନମନ୍ତ୍ରୀ ମୋଦି କାର୍ଡିନଲ୍ସ, ବିଶପ୍ସ ଓ ଚର୍ଚ୍ଚର ପ୍ରମୁଖ ନେତାଙ୍କ ସହିତ ଇସାଇ ସମୁଦାୟର ମୁଖ୍ୟ ନେତାଙ୍କ ସହ କଥା ହେବେ । ଏହା ପ୍ରଥମ ଥର କୌଣସି ପ୍ରଧାନମନ୍ତ୍ରୀ ଭାରତରେ କ୍ୟାଥଲିକ ଚର୍ଚ୍ଚର ମୁଖ୍ୟାଳୟରେ ଏଭଳି କାର୍ଯ୍ୟକ୍ରମରେ ସାମିଲ ହେବେ ।