Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆଜି ଗ୍ରାମୀଣ ଭାରତ ମହୋତ୍ସବର ଶୁଭାରମ୍ଭ କରିବେ ପିଏମ ମୋଦି
FMNEWS.IN
04-01-2025
ନୂଆଦିଲ୍ଲୀ, 4 ଜାନୁଆରି- ରାଜଧାନୀ ଦିଲ୍ଲୀରେ ଆଜି 6 ଦିବସୀୟ ଗ୍ରାମୀଣ ଭାରତ ମହୋତ୍ସବ-2025ର ଶୁଭାରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୁଣା କିଲା ନିକଟସ୍ଥ ପ୍ରଗତି ମୈଦାନରେ ଭାରତ ମଣ୍ଡପମରେ ଏହି ମହୋତ୍ସବର ଉଦଘାଟନ କରିବେ ।
ଗ୍ରାମୀଣ ଭାରତର ଉଦ୍ୟମଶୀଳତାର ଭାବନା ଓ ସାଂସ୍କୃତିକ ଐତିହ୍ୟର ଏହି ଉତ୍ସବ ସକାଳ ସାଢେ 10ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦଘାଟନ ଭାଷଣରୁ ଆରମ୍ଭ ହେବ । ଏହାର ସମାପନ ଜାନୁୟାରୀ 9ରେ ହେବ ।