Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆଜି ଆନ୍ଧ୍ରକୁ 2ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପିଏମ ମୋଦି
FMNEWS.IN
08-01-2025
ନୂଆଦିଲ୍ଲୀ, 8 ଜାନୁଆରି-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆନ୍ଧ୍ରପ୍ରଦେଶ ଗସ୍ତରେ ବିଶାଖାପାଟନରେ ଦୁଇଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏଥିରେ ସବୁଜ ହାଇଡ୍ରୋଜେନ କେନ୍ଦ୍ର ଓ ୱଷଧି ପାର୍କ ପ୍ରମୁଖତା ସାମିଲ ରହିଛି । ଏହି ପ୍ରକଳ୍ପ ବିକାଶ, ଶିଳ୍ପ ବିକାଶ ଓ ଭିତ୍ତିଭୂମି ଢାଂଚାରେ ବୃଦ୍ଧି ପାଇଁ ସରକାରଙ୍କ ଗୁରୁତ୍ୱର ଏକ ବଡ ପଦକ୍ଷେପ ।