Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
କେନ୍ଦ୍ରକୁ ରାଜ୍ୟର ସମ୍ପୂର୍ଣ୍ଣ ସମର୍ଥନ - ସିଦ୍ଦରମୈୟା
FMNEWS.IN
24-04-2025
ବେଙ୍ଗଲୁରୁ, ୨୪ ଅପ୍ରେଲ - ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି ଯେ, ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ସଫା କରିବା ସରକାରଙ୍କ ଦାୟୀତ୍ୱ ଅଟେ । ଆମ ସରକାର ଦେଶରେ ଆତଙ୍କବାଦୀ ଗତିବିଧିକୁ ସମ୍ପୂର୍ଣ୍ଣ ପ୍ରତିହତ କରିବା ଓ ଆତଙ୍କବାଦୀଙ୍କୁ ହରାଇବାରେ କେନ୍ଦ୍ରକୁ ସମ୍ପୂର୍ଣ୍ଣ ସହଯୋଗ କରିବ ।
ସେ କହିଛନ୍ତି ଯେ, ଦିନ ଦ୍ୱିପ୍ରହରରେ, ନିର୍ଦ୍ଦୋଷ ଲୋକଙ୍କୁ ତାଙ୍କ ପରିବାର ସମ୍ମୁଖରେ ହତ୍ୟା କରିବା ଏକ ଜଘନ୍ୟ କାଣ୍ଡ ଅଟେ । କାଶ୍ମୀରରେ ପୁଲୱାମା ଓ ବାଲାକୋଟର ଘଟଣା ପୂର୍ବରୁ ମଧ୍ୟ ଘଟିସାରିଛି ଏବଂ ଅନୁରୂପ ଘଟଣା ପୁଣି ଦୋହରା ଯାଇଛି । ଏଭଳି ଘଟଣା କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ବିଫଳତା କାରଣରୁ ମଧ୍ୟ ଘଟି ଥାଇପାରେ ।
ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି ଯେ, କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାର ପ୍ରଥମରୁ କିଛି ପଦକ୍ଷେପ ନେଇଛି । ଆତଙ୍କବାଦୀଙ୍କୁ ସଫା କରିବା ପାଇଁ ଆଗକୁ ନିଆଯିବାକୁ ଥିବା ପଦକ୍ଷେପରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିବ ।