Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଉତ୍ତର ସିକିମରେ ତିସ୍ତା ନଦୀକୁ ଖସିଲା ପର୍ଯ୍ୟଟକ ଗାଡି, 2 ଉଦ୍ଧାର, 9ଜଣଙ୍କ ତଲାସୀ ଜାରି
FMNEWS.IN
30-05-2025
ଗ୍ୟାଙ୍ଗଟକ, 30 ମେ - ଉତ୍ତର ସିକ୍କିମରେ ଗୁରୁବାର ରାତିରେ ଏକ ବଡଧରଣର ସଡକ ଦୁର୍ଘଟଣା ଘଟିଛି। ପର୍ଯ୍ୟଟକମାନେ ବସିଥିବା ଗୋଟିଏ ଟ୍ୟାକ୍ସି ଗାଡ଼ି ତିସ୍ତା ନଦୀକୁ ଖସି ପଡ଼ିଛି। ଗାଡ଼ିରେ ଚାଳକ ସହିତ ୧୧ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବାହାର କରାଯାଇଛି, ଅନ୍ୟମାନେ ନିଖୋଜ ଅଛନ୍ତି। ଏହି ଦୁର୍ଘଟଣା ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗ-ମୁନ୍ଶୀଥାଙ୍ଗ ରାସ୍ତା ଉପରେ ଘଟିଛି। ଟ୍ୟାକ୍ସି ପ୍ରାୟ ୧,୦୦୦ ଫୁଟ୍ ତଳକୁ ଖସି ତିସ୍ତା ନଦୀରେ ପଡ଼ିଥିଲା। ଦୁର୍ଘଟଣା ସମ୍ବନ୍ଧୀୟ ସୂଚନା ମିଳିବା ପରେ ରେସକ୍ୟୁ କାର୍ଯ୍ୟ ଆରମ୍ଭ କରାଯାଇଛି। ସ୍ଥାନୀୟ ପ୍ରଶାସନ, ସିକ୍କିମ ପୁଲିସ, ଭାରତୀୟ ସେନା, ଆଇଟିବିପିଓ ସ୍ଥାନୀୟ ଲୋକମାନେ ମିଶି ଖୋଜଖୋଜି ଓ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।