Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଉପରାଷ୍ଟ୍ରପତି ଆଜି ଚଣ୍ଡୀଗଢ ଗସ୍ତ କରିବେ
FMNEWS.IN
21-12-2024
ନୁଆଦିଲ୍ଲୀ 21 ଡିସେମ୍ବର - ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆଜି ଚଣ୍ଡୀଗଢ ଏକ ଦିନିଆ ଗସ୍ତ କରିବେ।
ଉପରାଷ୍ଟ୍ରପତି ସଚିବାଳୟ ଶୁକ୍ରବାର ଦିନ କହିଛନ୍ତି ଯେ ଉପରାଷ୍ଟ୍ରପତି ତାଙ୍କ ଗ୍ରସ୍ତ ସମୟରେ ଚଣ୍ଡୀଗଢରେ ପଞ୍ଜାବ ବିଶ୍ୱବିଦ୍ୟାଳୟର 5ତମ ବୈଶ୍ୱିକ ପୁର୍ବତନ ଛାତ୍ର ସମ୍ମେଳନୀକୁ ଉଦଘାଟନ କରିବେ।ସେ ପଂଜାବ ବିଶ୍ୱବିଦ୍ୟାଳୟର କୁଳପତି ମଧ୍ୟ ଅଛନ୍ତି।