Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଦୁର୍ବଳ ହେଲା ଲଘୁଚାପ ,ଆଜିଠାରୁ କମିବ ବର୍ଷାର ପ୍ରଭାବ
FMNEWS.IN
26-12-2024
ଭୁବନେଶ୍ୱର, 26 ଡିସେମ୍ବର :- ଦୁର୍ବଳ ହେଲା ଲଘୁଚାପ । ଆଜିଠାରୁ କମିବ ବର୍ଷାର ପ୍ରଭାବ । ସାମାନ୍ୟ ପଶ୍ଚିମ ଦିଗକୁ ଗତିକରି, ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର । ରାଜ୍ୟର ଉପକୂଳ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଜାରି ରହିଛି । ଆଜିଠାରୁ ରାଜ୍ୟରୁ ଧିରେ ଧିରେ କମିବ ବର୍ଷାର ପ୍ରଭାବ ।