BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

'ଜଗନ୍ନାଥଧାମ କେବଳ ପୁରୀରେ, ଆଉ କେଉଁଠି ହୋଇପାରିବନି'- କେଭି ସିଂହଦେଓ

FMNEWS.IN 02-05-2025
'Jagannath Dham is only in Puri, where else can it be' - KV Singhdeo

ଭୁବନେଶ୍ୱର, 2 ମେ - ଦୀଘାମନ୍ଦିରବିବାଦକୁନେଇଉପମୁଖ୍ୟମନ୍ତ୍ରୀକେଭିସିଂହଦେଓପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏ ସଂପର୍କରେଅବଗତଅଛନ୍ତି ।ପରବର୍ତ୍ତୀପଦକ୍ଷେପନିଆଯିବ। ଦେଶରେ୪ଧାମଅଛି, ଏହାବାଦ୍ଆଉଧାମକରିବାଠିକ୍ନୁହେଁ। ଜଗନ୍ନାଥଧାମକେବଳପୁରୀରେ, ଆଉକେଉଁଠିହୋଇପାରିବନିବୋଲି ସେ କହିଛନ୍ତି ।