Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ଯିବେ ଓଡିଶାରୁ 127 ଛାତ୍ରଛାତ୍ରୀ
FMNEWS.IN
23-12-2024
ଭୁବନେଶ୍ୱର, 23 ଡିସେମ୍ବର :- ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ଯିବେ ଓଡିଶାରୁ 127 ଛାତ୍ରଛାତ୍ରୀ । ସାଧାରଣତନ୍ତ୍ର ଦିବସ ପାଇଁ ସୈନିକ ସ୍କୁଲରେ ଚାଲିଛି ଫୁଲ ଡ୍ରେସ ରିହଲସଲ। ଦିଲ୍ଲୀ ଯିବେ ଏହି କଂଟିନଜେଣ୍ଟ। ୧୨୭ ଜଣ ଛାତ୍ର ଛାତ୍ରୀ ଭାଗ ନେଉଛନ୍ତି। ୬୩୦୦୦ ହଜାର ଛାତ୍ର ଛାତ୍ରୀଙ୍କ ଭିତରୁ ଏହି ୧୨୭ ଜଣ ସିଲେକ୍ଟ ହୋଇଛନ୍ତି।