Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
୨୦୨୫ ବିକଶିତ ଓଡ଼ିଶାର ମୂଳଦୁଆ ପଡ଼ିବାର ବର୍ଷ ହେବ - ପ୍ରଭାତୀ ପରିଡ଼ା
FMNEWS.IN
31-12-2024
ଭୁବନେଶ୍ୱର, 31 ଡିସେମ୍ବର - ୨୦୨୫ ବିକଶିତ ଓଡ଼ିଶାର ମୂଳଦୁଆ ପଡ଼ିବାର ବର୍ଷ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି । ବିକଶିତ ଓଡ଼ିଶା କରିବା ନେଇ ଆମେ ଲାଗିବା । ଜନସାଧାରଣଙ୍କ ଦ୍ଵାରା ଓଡ଼ିଶାରେ ଲୋକଙ୍କ ସରକାର ଅବସ୍ଥାପିତ ହେଲା । ସାଧାରଣ ଲୋକଙ୍କ କାମ ସାଧାରଣ ଲୋକଙ୍କ ମନରେ ଥିବା ଭାବନା ପୁରା ହେଲା ଭଳି ସମ୍ଭାବନା ତିଆରି ହୋଇଛି । ୨୦୨୫ରେ ସେଇ ସମ୍ଭାବନା ପୂର୍ତ୍ତି ହେବ । ଲୋକଙ୍କର ସ୍ବପ୍ନ ପୁରା ହେବା ନେଇ ଲୋକ ଅନୁଭବ କରି ପାରିବେ । ମହିଳା, ଯୁବକ, କୃଷକ, ବ୍ୟବସାୟୀ । ଉତ୍କର୍ଷ ଓଡ଼ିଶା ନିର୍ମାଣ ଯେଉଁ ସମ୍ଭାବନା ରହିଛି । ତାର ପୂର୍ତ୍ତି ବର୍ଷ ହେବ ୨୦୨୫ ।
ପ୍ରବାସୀ ଭାରତୀୟ ଦିବସରୁ ଆରମ୍ଭ ହେବ । ଜାନୁଆରୀରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ ହେବ ବୋଲି ପ୍ରଭାତି ପରିଡା କହିଛନ୍ତି ।