ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ଶୀତ ଲହରି ଅନୁଭୂତ

FMNEWS.IN 10-01-2026
Angul and Jharsuguda districts experience severe cold wave

ଭୁବନେଶ୍ୱର, ୧୦ ଜାନୁଆରୀ - ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ଶୀତ ଲହରି ଅନୁଭୂତ ହୋଇଛି । ସେହିପରି କଟକ, ଖୋର୍ଦ୍ଧା, ଜଗତସିଂହପୁରରେ ଶୀତ ଲହରି ଅନୁଭୂତ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।