Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ଭରଣା ପାଇଁ 8ଶହ ଲେଖାଏଁ ଇନପୁଟ ସବସିଡି ଦାବି କଲା ବିଜେଡି
FMNEWS.IN
03-01-2025
ଭୁବନେଶ୍ୱର, 3 ଜାନୁଆରି ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ଭରଣା ପାଇଁ ରାଜ୍ୟ ସରକାର ପ୍ରଥମେ ଇନପୁଟ ସବସିଡ ୮୦୦ ଲେଖାଏଁ ଦେଇ ଦିଅନ୍ତୁ ବୋଲି ଦାବି କଲା ବିଜେଡି । ବିଜେଡି ନେତା ଉମା ସାମନ୍ତରାୟ କହିଛନ୍ତି ଅଦିନିଆ ବର୍ଷା ଆସୁଛି ବୋଲି ଚାଷୀଙ୍କୁ ସଚେତନତା କରିବା କଥା ତାହା କଲେ ନାହିଁ ରାଜ୍ୟ ସରକାର । କ୍ଷତିପୂରଣ ଏପର୍ଯ୍ୟନ୍ତ ଆକଳନ କରାଗଲା ନାହିଁ। ଚାଷୀ ମାନଙ୍କ ପାଖରେ ଅଧିକାରୀ ପହଞ୍ଚି ନାହାନ୍ତି। ଚାଷୀ ଏବେ ହତାଶ। ତେଣୁ ସେମାନଙ୍କ କଥା ଆଗେ ବୁଝନ୍ତୁ। ଇନପୁଟ ସବସିଡ ଆଗେ ଚାଷୀଙ୍କୁ ଦେଇ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି ।